Sale!

Nua Jeevanara Sandhan Vol-15 , Issue-3 Jan 2024

Original price was: ₹150.00.Current price is: ₹50.00.

ଶ୍ରୀଗୁରୁ ଭାଗବତ ଦ୍ୱାବିଂଶ ଜନ୍ମୋତ୍ସବ ଶ୍ରୀଗୁରୁଦେବ ଗୁରୁଦେବ । ପ୍ରାଣ ମୋ ଖୋଜେ ପାଦ ଚବ ତୁମ ଶ୍ରୀପୟର ଧ୍ୟାନରେ । ଏକାଗୁଡା ଆସେ ମନରେ। ପରମପୂଜ୍ୟ ଗୁରୁଜୀଙ୍କୁ ଭୂମିଷ୍ଠ ପ୍ରଣାମ। ପରମ ଆଦରଣୀୟ ଗ୍ରନ୍ଥ ଶ୍ରୀଗୁରୁ ଭାଗବତକୁ ଭକ୍ତିପୂତ ପ୍ରଣାମ

୧୦. ମନୁଷ୍ୟ ଯେ ଈଶ୍ଵରଙ୍କର ଅଂଶ ଓ ବଂଶ- ଏହି ଭାବନାକୁ ଦୃଢ଼ କରାଇ ନିଜ ଭିତରେ ଦୈବୀଚେତନା ଜାଗ୍ରତ କରିବାରେ ସହାୟକ ହୋଇଥାଏ ଶ୍ରୀଗୁରୁ ଭାଗବତ।
୧୧. ସାଇଭକ୍ତମାନଙ୍କ ପାଇଁ ଶ୍ରୀସାଇ ସଚ୍ଚରିତ ସଦ୍‌ଗୁରୁ ଶ୍ରୀସାଇଙ୍କର ଜୀବନୀ ଓ ଲୀଳାର ବାହ୍ୟ ପରିପ୍ରକାଶ ହେଲେ ଶ୍ରୀଗୁରୁ ଭାଗବତ ହେଉଛି ତାଙ୍କର ଶ୍ବାସ, ହୃଦୟ ଏବଂ ତାଙ୍କର ବାତମଖୀ ମୂର୍ତ୍ତି । ସଦ୍‌ଗୁରୁ ସ୍ବରୂପ ଓ ତତ୍ତ୍ବର ଗଭୀରତମ ପ୍ରଦେଶକୁ ପ୍ରବେଶ ପାଇଁ ଶ୍ରୀଗୁରୁ ଭାଗବତ ହେଉଛି ଏକ ସୁଗମ୍ୟ ନାବ।

Reviews

There are no reviews yet.

Be the first to review “Nua Jeevanara Sandhan Vol-15 , Issue-3 Jan 2024”

Your email address will not be published. Required fields are marked *

Scroll to Top