୧. ସମସ୍ତ ଶାଗ, ମତ ଓ ଧର୍ମ ଗୁଡ଼ୁଙ୍କର ଅପରିହାର୍ଯ୍ୟତା ସ୍ବୀକାର କରନ୍ତି । ବାସ୍ତବରେ ଗୁରୁ ବିନା ମୁକ୍ତି ନାହିଁ । ଜୀବନର ଆଦ୍ୟାବସ୍ତୁରୁ ଶେଷ ଅବସ୍ଥା ପର୍ଯ୍ୟନ୍ତ ଆବଶ୍ୟକତା ରହିଛି ଜଣେ ଗୁରୁଙ୍କଳ, ଯିଏକି ଉଚ୍ଚିତ ମାର୍ଗଦର୍ଶନ କରିପାରିବେ । ତେବେ ଜଣେ ବିଜଳି ଉପଯୁତ ଗୁରୁ ପାଇବ, ଉତ୍ତମ ଗୁରୁ କିଏ କିପରି ଜାଣିବ- ଏ କ୍ଷେତ୍ରରେ ଶ୍ରୀଗୁରୁ ଭାଗବତ ହେଉଛି ନିର୍ଭରଯୋଗ୍ୟ ମାର୍ଗଦର୍ଶକ ।
୨. ପ୍ରଥମତଃ ଏହା ଓଡ଼ିଆ ମାଟିର ନିଜସ୍ବ । ଓଡ଼ିଆ ଭାଷାରେ ସାଧାରଣ ଲୋକେ ବୁଝିପାରିବା ଭଳି ଅତି ସରଳ ଓ ସାବଲୀଳ ଭାଷାରେ ଉଚିତ ।
୩. ଓଡ଼ିଶାର ଘରେ ଘରେ ପରିଚିତ ଶ୍ରୀମଦ୍ ଭାଗବତ ଯେଭଳି ନବାକ୍ଷରୀ ଛନ୍ଦରେ ରଚିତ ଶ୍ରୀଗୁରୁ ଭାଗବତ ମଧ୍ୟ ସେହିଭଳି ନବାକ୍ଷରୀ ବୃତ୍ତରେ ରଚିତ ହୋଇଥିବାରୁ ଏହାର ପଠନ ଓ ଗାୟନ ସମୟରେ ଏକ ଅନନ୍ୟ ମଧୁର ଭାବ ଓ ଭୟ ସୃଷ୍ଟି ହୋଇଥାଏ ।
୪. ଏହି ଗୁନ୍ଥର ରାଜସ୍ଥିତା ଗୁରୂଳୀ ଡଃ ଚନ୍ଦ୍ରଭାନୁ ଶତପଥୀ ଜଣେ ଜ୍ଞାନୀ, ଗୁଣୀ, ଗବେଷକ, ଆଧ୍ୟାତ୍ମିକ ସାଧକ ତଥା ପରମ ଭାଗବତ। ଦୀର୍ଘ ଦଶନ୍ଧି ଧରି ଅନେକ ଜନ ହିତକର କାର୍ଯ୍ୟ କରିବା ପରେ ଏହି ଗ୍ରନ୍ଥ ତାଙ୍କର ଏକ ଅନବଦ୍ୟ ଓ କାଳଜୟୀ
Book
Nua Jeevanara Sandhan Vol-09 , Issue-07 May 2019
Original price was: ₹80.00.₹30.00Current price is: ₹30.00.
ଶ୍ରୀଗୁରୁ ଭାଗବତ ଦ୍ୱାବିଂଶ ଜନ୍ମୋତ୍ସବ
ଶ୍ରୀଗୁରୁଦେବ ଗୁରୁଦେବ । ପ୍ରାଣ ମୋ ଖୋଜେ ପାଦ ଚବ ତୁମ ଶ୍ରୀପୟର ଧ୍ୟାନରେ । ଏକାଗୁଡା ଆସେ ମନରେ।
ପରମପୂଜ୍ୟ ଗୁରୁଜୀଙ୍କୁ ଭୂମିଷ୍ଠ ପ୍ରଣାମ। ପରମ ଆଦରଣୀୟ ଗ୍ରନ୍ଥ ଶ୍ରୀଗୁରୁ ଭାଗବତକୁ ଭକ୍ତିପୂତ ପ୍ରଣାମ ।





Reviews
There are no reviews yet.