Sale!

Nua Jeevanara Sandhan Sai Nirmalya Vol 2 issue 3

Original price was: ₹30.00.Current price is: ₹15.00.

୧. ସମସ୍ତ ଶାଗ, ମତ ଓ ଧର୍ମ ଗୁଡ଼ୁଙ୍କର ଅପରିହାର୍ଯ୍ୟତା ସ୍ବୀକାର କରନ୍ତି । ବାସ୍ତବରେ ଗୁରୁ ବିନା ମୁକ୍ତି ନାହିଁ । ଜୀବନର ଆଦ୍ୟାବସ୍ତୁରୁ ଶେଷ ଅବସ୍ଥା ପର୍ଯ୍ୟନ୍ତ ଆବଶ୍ୟକ‌ତା ରହିଛି ଜଣେ ଗୁରୁଙ୍କଳ, ଯିଏକି ଉଚ୍ଚିତ ମାର୍ଗଦର୍ଶନ କରିପାରିବେ । ତେବେ ଜଣେ ବିଜଳି ଉପ‌ଯୁତ ଗୁରୁ ପାଇବ, ଉତ୍ତମ ଗୁରୁ କିଏ କିପରି ଜାଣିବ- ଏ କ୍ଷେତ୍ରରେ ଶ୍ରୀଗୁରୁ ଭାଗବତ ହେଉଛି ନିର୍ଭରଯୋଗ୍ୟ ମାର୍ଗଦର୍ଶକ ।
୨. ପ୍ରଥମତଃ ଏହା ଓଡ଼ିଆ ମାଟିର ନିଜସ୍ବ । ଓଡ଼ିଆ ଭାଷାରେ ସାଧାରଣ ଲୋକେ ବୁଝିପାରିବା ଭଳି ଅତି ସରଳ ଓ ସାବଲୀଳ ଭାଷାରେ ଉଚିତ ।
୩. ଓଡ଼ିଶାର ଘରେ ଘରେ ପରିଚିତ ଶ୍ରୀମଦ୍ ଭାଗବତ ଯେଭଳି ନବାକ୍ଷରୀ ଛନ୍ଦରେ ରଚିତ ଶ୍ରୀଗୁରୁ ଭାଗବତ ମଧ୍ୟ ସେହିଭଳି ନବାକ୍ଷରୀ ବୃତ୍ତରେ ରଚିତ ହୋଇଥିବାରୁ ଏହାର ପଠନ ଓ ଗାୟନ ସମୟରେ ଏକ ଅନନ୍ୟ ମଧୁର ଭାବ ଓ ଭୟ ସୃଷ୍ଟି ହୋଇଥାଏ ।
୪. ଏହି ଗୁନ୍ଥର ରାଜସ୍ଥିତା ଗୁରୂଳୀ ଡଃ ଚନ୍ଦ୍ରଭାନୁ ଶତପଥୀ ଜଣେ ଜ୍ଞାନୀ, ଗୁଣୀ, ଗବେଷକ, ଆଧ୍ୟାତ୍ମିକ ସାଧକ ତଥା ପରମ ଭାଗବତ। ଦୀର୍ଘ ଦଶନ୍ଧି ଧରି ଅନେକ ଜନ ହିତକର କାର୍ଯ୍ୟ କରିବା ପରେ ଏହି ଗ୍ରନ୍ଥ ତାଙ୍କର ଏକ ଅନବଦ୍ୟ ଓ କାଳଜୟୀ

Category:

ଶ୍ରୀଗୁରୁ ଭାଗବତ ଦ୍ୱାବିଂଶ ଜନ୍ମୋତ୍ସବ
ଶ୍ରୀଗୁରୁଦେବ ଗୁରୁଦେବ । ପ୍ରାଣ ମୋ ଖୋଜେ ପାଦ ଚବ ତୁମ ଶ୍ରୀପୟର ଧ୍ୟାନରେ । ଏକାଗୁଡା ଆସେ ମନରେ।
ପରମପୂଜ୍ୟ ଗୁରୁଜୀଙ୍କୁ ଭୂମିଷ୍ଠ ପ୍ରଣାମ। ପରମ ଆଦରଣୀୟ ଗ୍ରନ୍ଥ ଶ୍ରୀଗୁରୁ ଭାଗବତକୁ ଭକ୍ତିପୂତ ପ୍ରଣାମ

Reviews

There are no reviews yet.

Be the first to review “Nua Jeevanara Sandhan Sai Nirmalya Vol 2 issue 3”

Your email address will not be published. Required fields are marked *

Scroll to Top