Sale!

Nua Jeevanara Sandhan Vol-15 , Issue-2 Dec 2023

Original price was: ₹120.00.Current price is: ₹50.00.

ଶ୍ରୀଗୁରୁ ଭାଗବତ ଦ୍ୱାବିଂଶ ଜନ୍ମୋତ୍ସବ ଶ୍ରୀଗୁରୁଦେବ ଗୁରୁଦେବ । ପ୍ରାଣ ମୋ ଖୋଜେ ପାଦ ଚବ ତୁମ ଶ୍ରୀପୟର ଧ୍ୟାନରେ । ଏକାଗୁଡା ଆସେ ମନରେ। ପରମପୂଜ୍ୟ ଗୁରୁଜୀଙ୍କୁ ଭୂମିଷ୍ଠ ପ୍ରଣାମ। ପରମ ଆଦରଣୀୟ ଗ୍ରନ୍ଥ ଶ୍ରୀଗୁରୁ ଭାଗବତକୁ ଭକ୍ତିପୂତ ପ୍ରଣାମ ।

୫. ୩୫ ହଜାର ଧାଡ଼ି ବିଶିଷ୍ଟ ଏହି ବିପୁଳ କାବ୍ୟଗ୍ରନ୍ଥ ଗୁଚ୍ଛନ୍ଦରେ ତାଙ୍କର ମାନସପଟକୁ ପ୍ରବାହିତ ହୋଇଥିବାରୁ ଏହା ଏକ ଦିବ୍ୟ ଗ୍ରନ୍ଥ ରୂପେ ସ୍ବୀକୃତ । କୌଣସି ପୌରାଣିକ କି କାଳ୍ପନିକ ବିଷୟବସ୍ତୁ ପରିବର୍ତ୍ତେ ବିଜ୍ଞାନଧର୍ମୀ ବାସ୍ତବିକତା ଉପରେ ଆଧାରିତ ହୋଇଥିବାରୁ ଏହା ଆଳିର ଯୁଗ ପାଇଁ ଅତ୍ୟନ୍ତ ଉପାଦେୟ ।
୬. ଏହା କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ ବା ସୁରୁ ପରମ୍ପରା ଉପରେ ଆଧାରିତ ନୁହେଁ I ସାମଗ୍ରିକ ଗୁରୁତତ୍ତ୍ୱ ଉପରେ ରଚିତ ହୋଇଥିବାରୁ ସମାଜର ସମସ୍ତଙ୍କ ପାଇଁ ଏହା ଏକ ଶିକ୍ଷାପ୍ରତ ଓ ଉପାଦେୟ ଗ୍ରନ୍ଥ ।
୭. ଏହି କାରଣରୁ ମୂଳ ଓଡ଼ିଆ ଭାଷାରେ ରଚିତ ହୋଇଥିରେ ମଧ୍ୟ ଭାରତର ଅଧୁକାଂଶ ପ୍ରାନ୍ତୀୟ ଭାଷାରେ ଏହି ଗ୍ରନ୍ଥ ଅନୁଦିତ ହୋଇ ବିପୁଳ ଆଦୃତି ଲାଭ କରିଛି ।
୮. ଗୁରୁ ଓ ଶିଷ୍ୟଙ୍କ କଲ୍ୟାଣ ପାଇଁ ଏଥିରେ ରହିଛି ବିସ୍ତୃତ ସାଇତତ୍ତ୍ଵ । ନିଜକୁ ଜଣେ ସୁଭକ୍ତ ଓ ସଶର ଶିଷ୍ୟରେ ପରିଣତ କରିବା ପାଇଁ ସମସ୍ତ ଉପାଦାନ ଏଥିରେ ରହିଛି।
୯, ଜାତି, ବର୍ଶ, ଧର୍ମ ଓ ପ୍ରାଣୀ ମଧ୍ୟରେ ବି ବିଭେଦତା ନରଖୁ ସମାଜ ପ୍ରତି ସମସ୍ତଙ୍କଲ ମୂଲ୍ୟ ଓ ଅବଦାନକୁ ସ୍ବୀକୃତି ଦେଇଛି ଶ୍ରୀଗୁରୁ ଭାଗବତ

Reviews

There are no reviews yet.

Be the first to review “Nua Jeevanara Sandhan Vol-15 , Issue-2 Dec 2023”

Your email address will not be published. Required fields are marked *

Scroll to Top